ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ମହିଳା, ଜାଣନ୍ତୁ କିଏ

ମୁମ୍ବାଇ ()  ଫର୍ଚ୍ୟୁନ୍ ଇଣ୍ଡିଆ ୨୦୧୯ର ୫୦ ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ୩୯ତମ ସ୍ଥାନରେ ରହିଛନ୍ତି ।

ତେବେ ଫର୍ଚ୍ୟୁନ ଇଣ୍ଡିଆ ଅନୁଷ୍କାଙ୍କୁ ଏହି ତାଲିକାରେ ସାମିଲ କରି ତାଙ୍କୁ ଏକ ନୂଆ ପରିଚୟ ଦେଇଛି।

ମାତ୍ର ୨୫ବର୍ଷ ବୟସରେ ଅନୁଷ୍କା ନିଜର ପ୍ରଡକ୍ସନ ବ୍ୟାନରରେ କମ୍ ବଜେଟର ଫିଲ୍ମ ନିର୍ମାଣ କରିଥିଲେ। ଅନୁଷ୍କା ଶର୍ମା ୨୦୧୯ର ଭାରତର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସାମିଲ ହୋଇଥିବା ମାତ୍ର ଜଣେ ବଲିଉଡ୍ ଅଭିନେତ୍ରୀ।

Share

Leave a Reply

Your email address will not be published. Required fields are marked *

7 − 5 =