ପିମ୍ପୁଡି ମାନେ କାହିଁକି ଗୋଟିଏ ଧାଡିରେ ଚାଲିଥାନ୍ତି,ଜାଣନ୍ତୁ

ଭୁବନେଶ୍ୱର() ଜୀବ ମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ ଜୀବ ବୋଲି ସମସ୍ତେ ଜାଣିଛନ୍ତି । ହେଲେ ଆପର ଦେଖିଥିବେ କାହିଁକି ପିମ୍ପୁଡି ମାନେ ଗୋଟିଏ ସରଳରେଖା ଚାଲି ଥାନ୍ତି । ତେବେ ଆସନ୍ତୁ ଏହାର ପ୍ରକୃତ କାରଣ ଜାଣିବା ।

ତେବେ ପ୍ରକୃତ କଥା ହେଲା ପିମ୍ପୁଡିର ଆଖି ଥାଏ କିନ୍ତୁ କେବଳ ଅନ୍ୟ ମାନଙ୍କୁ ଦେଖାଇବା ପାଇଁ । ପ୍ରକୃତରେ ପିମ୍ପୁଡି କିଛି ଦେଖିପାରେ ନାହିଁ । ଖାଦ୍ୟ ସନ୍ଧାନରେ ପିମ୍ପୁଡି ଯେତେବେଳେ ବାହାରକୁ ଆସିଥାନ୍ତି ସେତେବେଳେ ରାଣୀ ପିମ୍ପୁଡି ‘ଫେରୋମୋନ୍ସ’ ନାମକ ଏକ ରାସାୟନ ଗ୍ୟାସ ପଦାକୁ ଛାଡିଥାଏ । ଏହାର ଗନ୍ଧ ଶୁଣି ଅନ୍ୟ ପିମ୍ପୁଡି ତାର ପଛକକୁ ପଛ ଚାଲିଥାନ୍ତି । ଯେଉଁଥି ପାଇଁ ପିମ୍ପୁଡି ଏକ ଲାଇନରେ ଚାଲିଥାନ୍ତି ।

Share

Leave a Reply

Your email address will not be published. Required fields are marked *

7 + three =