ବାତ୍ୟା ବୁଲବୁଲ ପରେ କାହିଁକି ଆକାଶ ହୋଇଗଲା ଗୋଲାପୀ ଜାଣନ୍ତୁ

ଭୁବନେଶ୍ୱର() ବାତ୍ୟା ବୁଲବୁଲ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଅପରାହ୍ନରେ ଏକ ବିରଳ ଦୃଶ୍ୟ ଦେଖାଦେଇଥିଲା। ବାତ୍ୟା ବୁଲବୁଲ ପରେ ଆକାଶରେ ମେଘ ରହିଥିଲା । ଏହା କଳା କିମ୍ବା ଧଳା ରଙ୍ଗର ନୁହଁ ଗୋଲାପୀ ଓ ଲାଲ୍ ରଙ୍ଗର ।

ବିଶେଷଜ୍ଞଙ୍କ ମତରେ ସୂର୍ୟ୍ୟାସ୍ତ ସମୟରେ ଆକାଶରେ ମେଘ ଥିବାରୁ ସୂର୍ୟ୍ୟସ୍ତ ସମୟର ଲାଲ୍ ଆଲୋକ ମେଘ ମଧ୍ୟରେ ପ୍ରତିଫଳନ ଓ ପ୍ରତିସରଣ ହୋଇ ଏପରି ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − 2 =