ବନ୍ୟା ପାଇଁ ଦାନ କଲେ ୨୫ ଲକ୍ଷ

ମୁମ୍ବାଇ()  ମହାରାଷ୍ଟ୍ରରେ ଆସିଥିବା ବନ୍ୟା ହେତୁ ସଂଗୀତଜ୍ଞ ଲତା ମଙ୍ଗେସକର ୧୧ଲକ୍ଷ ଟଙ୍କା ଓ ଅଭିନେତା ଅମୀର ଖାନ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୁଧବାର ଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏଥିପାଇଁ ଟୁଇଟ କରି ଧନ୍ୟବାଦ ବି ଜଣାଇଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକଙ୍କ ଘର ଭାଙ୍ଗିଯିବା ସହ ସେମାନଙ୍କ ପାଖରେ ସହାୟତା ପହଞ୍ଚି ପାରୁ ନାହିଁ । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ଥିବା ଶିରୋଲ ଗାଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

19 − 14 =