କ୍ୟାଟ୍ରିନାଙ୍କୁ ବିବାହ କରିବେ ଭିକ୍କି କୌଶଲ

ମୁମ୍ବାଇ: କରୋନା ମହାମାରୀରେ ମାୟାନଗରୀରୁ ଆସିଲା ଖୁସି ଖବର । ଖୁବଶୀଘ୍ର ବିବାହ କରିପାରନ୍ତି କ୍ୟାଟ୍ରିନା କୈଫ୍ । ଭକ୍ଟକ୍ଟଳ କୌଶଲଙ୍କୁ ସେ ନିଜର ଜୀବନସାଥୀ ଭାବେ ବାଛିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମର ରିପୋର୍ଟ କହୁଛି, ଭିକ୍କି ଏବଂ କ୍ୟାଟ୍ରିନା ପରସ୍ପର ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଉଭୟ ସୋସିଅଲ ମିଡିଆରେ ଏହାର ସୂଚନା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଭାବିଚିନ୍ତି ଘୋଷଣା କରିବାକୁ ଭିକ୍କିଙ୍କ ବାପା ତାଙ୍କୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =