ୟୁଟ୍ୟୁବ ଦେବ ୧୪୨ କୋଟି ଜରିମାନା, କାହିଁକି ଜାଣନ୍ତୁ …

ୟୁଟ୍ୟୁବ ବିରୋଧରେ ନିୟମ ଉଲ୍ଲଙ୍ଗନ ଅଭିଯୋଗ । ଏଥିପାଇଁ ୟୁଟ୍ୟୁବର ମୂଳ କମ୍ପାନୀ ଗୁଗଲ ଦେବ ୧୪୨ କୋଟି ଟଙ୍କା ଜରିମାନା ।

ସୂଚନାଅନୁସାରେ କିଛି ପ୍ରାଇଭେସି ଗ୍ରୁପ୍ ୟ୍ୟୁଟ୍ୟୁବ୍ ବିରୋଧରେ ଶିଶୁ ଗୋପନୀୟତା ନିୟମ ଉଲ୍ଲଙ୍ଘନ ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ୟୁଟ୍ୟୁବ୍ ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ବିଷୟରେ କିଛି ତଥ୍ୟ ତାଙ୍କ ମାତାପିତାଙ୍କ ବିନା ଅନୁମତିରେ ଏକତ୍ରିତ କରିଛି। ବିଜ୍ଞାପନ ଏକତ୍ରିତ କରିବା ସମୟରେ ଏହି ନିୟମର ଉଲ୍ଲଙ୍ଘନ କରିଛି ୟୁଟ୍ୟୁବ। ଆମେରିକା ଫେଡ଼େରାଲ ଟ୍ରେଡ୍ କମିଶନ୍(ଏଫ୍ଟିସି) ୟୁଟ୍ୟୁବ୍ର ପ୍ୟାରେଣ୍ଟ କମ୍ପାନୀ ଗୁଗଲ୍ ପାଇଁ ଏହି ଜରିମାନା ରାଶିରେ ରାଜି ହୋଇଛି।

Share

Leave a Reply

Your email address will not be published. Required fields are marked *

7 − five =