ଭୋଡାଫୋନ କଲା ବଡ ଘୋଷଣ, ପ୍ରତିଦିନ ମିଳିବ ୩GB ଡାଟା ଫ୍ରି

ନୂଆଦିଲ୍ଲୀ () ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ଆଣିଛି ୧୯୯ ଟଙ୍କାର ନୂଆ ପ୍ଲାନ । ଏହି ପ୍ଲାନରେ ଦିନ ପାଇଁ ୩ ଜିବି ଡାଟା ଦେବ। ସାଧାରଣତଃ ଏହି ପ୍ଲାନରେ ୧.୫ ଜିବି ଡାଟା ମିଳେ। ଏହା ବ୍ୟତୀତ ଭୋଡାଫୋନ ୫୬୯ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ସହ ଅନ୍ଲିମିଟେଡ୍ ଭଏସ କଲିଂ ଓ ୧୦୦ଟି ଏସଏମ୍ଏସ ଫ୍ରି ମିଳିବ। ଏହି ପ୍ଲାନର ଅବଧି ୮୪ ଦିନ ଯାଏଁ ରହିବ।

ଭୋଡାଫୋନର ଏହି ପ୍ଲାନର ବିଷେଶତ୍ବ ଏହା ଯେ, ଏଥିରେ କଲିଂ ନେଇ କୌଣସି ଲିମିଟ୍ ରଖାଯାଇ ନାହିଁ। ଏହା ପୂର୍ବରୁ କମ୍ପାନୀ ତରଫରୁ କଲିଂ ପାଇଁ ପ୍ରତି ସପ୍ତାହ ୧୦୦୦ ମିନିଟ୍ର ଲିମିଟ୍ ଥିଲା।

Share

Leave a Reply

Your email address will not be published. Required fields are marked *

five × two =