ଏଣିକି ୫୦୦ ଟଙ୍କାରେ ୫୦ ଲିଟର ପେଟ୍ରୋଲ୍ -ଡିଜେଲ

ଏଚଡିଏଫସି ବ୍ୟାଙ୍କ୍ ଇଣ୍ଡିୟାନ୍ ଅଏଲ୍ ସହ ମିଶି ଏକ ନୂଆ କ୍ରେଡିଟ୍ କାର୍ଡ ଲଞ୍ଚ୍ କରିଛି । ଏଚଡିଏଫସି ବ୍ୟାଙ୍କ୍ ଏବଂ ଇଣ୍ଡିୟାନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ନନ୍ ମେଟ୍ରୋ ସହରର ୟୁଜର୍ସଙ୍କ ପାଇଁ ଏହି କାର୍ଡ ଲଞ୍ଚ୍ କରିଛନ୍ତି । ଏହି କାର୍ଡର ନାଁ ‘ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ’ ରହିଛି । ଏହି କାର୍ଡ ଜରିଆରେ ଗ୍ରାହକ ପେଟ୍ରୋଲ୍ / ଡିଜେଲ୍ କିଣିଲେ ଲାଭବାନ ହେବେ । ଏହି କାର୍ଡର ବାର୍ଷିକ ଫିସ୍ ୫୦୦ ଟଙ୍କା ।

ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ଜରିଆରେ ୨୭ ହଜାରରୁ ଅଧିକ ଓଙଉଖ ଆଉଟଲେଟ୍ ରେ ଫୁଏଲ୍ ପଏଣ୍ଟ୍ ନାମକ ରିୱାର୍ଡ ପଏଣ୍ଟ୍ ହାସଲ କରିଛି । ଏହାଛଡା ଅନ୍ୟ ଖର୍ଚ୍ଚ ଗ୍ରସେରୀ , ବିଲ୍ ପେମେଣ୍ଟ୍ ,ୟୁୁଟିଲିଟି,ସପିଙ୍ଗ୍ ଆଦି ଉପରେ ବି ଫୁଏଲ୍ ପଏଣ୍ଟ୍ ହାସଲ କରିପାରିବେ । ଏହି ପଏଣ୍ଟ୍ କୁ ଆଧାର କରି ବାର୍ଷିକ ୫୦ ଲିଟର ପର୍ୟ୍ୟନ୍ତ ଫୁଏଲ୍ ମାଗଣାରେ ଗ୍ରାହକ ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

17 − 9 =