Airtel ଆଣିଲା ଦମଦାର ଅଫର,ଜାଣନ୍ତୁ ସୁବିଧା

ନୂଆଦିଲ୍ଲୀ() ବଜାରକୁ ଦମଦାର ପ୍ଲାନ ଆଣିଛି ଭାରତୀୟ ଟେଲିକମ ସଂସ୍ଥା ଏୟାରଟେଲ । ଟେଲିକମ ସଂସ୍ଥା ଏୟାରଟେଲ ମାତ୍ର ୨୭୯ ଓ ୩୭୯ଟଙ୍କାର ଦୁଇଟି ପ୍ରିପେଡ ପ୍ଲାନ ଆଣିଛି । ଦୁଇଟି ପ୍ଲାନ ଦ୍ବାରା କିଣିବା ଦ୍ବାରା ଆପଣମାନଙ୍କୁ ଜୀବନ ବୀମା ସହ କ୍ୟାସବ୍ୟାକ ଭଳି ଅଫର ରହିଛି ।

୨୭୯ ଟଙ୍କାର ପ୍ଲାନରେ ଅସୀମିତ କଲ୍ ସହ ୧୦୦ଟି ଏସଏମଏସ ପ୍ରତିଦିନ ରହିଛି । ସେହିପରି ପ୍ରତିଦିନ ୧.୫ଜିବିର ଡାଟା ମଧ୍ୟ ଉପଲବ୍ଧ ଅଛି । ପ୍ଲାନରେ ୪ଲକ୍ଷ ଟଙ୍କାର ଐଊୠଉ ଲାଇଫ ଇନ୍ସୁରାନ୍ସର ରହିଛି । ଏହାର ବୈଧତା ୨୮ ପର୍ୟ୍ୟନ୍ତ ରହିବ।

୩୭୯ ଟଙ୍କାର ପ୍ଲାନରେ ଏୟାରଟେଲ ଗ୍ରାହକମାନଙ୍କୁ ଅସୀମିତ ସ୍ଥାନୀୟ ଓ ଏସଟିଡି ଭଏସ କଲ୍ର ସୁବିଧା ମିଳୁଛି । ପ୍ଲାନରେ ମୋଟ ୬ଜିବି ଡାଟା ସହ ୯୦୦ ଏସଏମଏସର ସୁବିଧା ରହିଛି । ପ୍ଲାନର ବୈଧତା ୮୪ଦିନ ରହିଛି ।

Share

Leave a Reply

Your email address will not be published. Required fields are marked *

seventeen − 5 =