ନୂଆ ବର୍ଷରେ ଟାଟ ସ୍କାଇର ଖାସ ଅଫର, ଜାଣନ୍ତୁ କଣ ରହିଛି ସୁବିଧା

ଭୁବନେଶ୍ୱର() ଟାଟା ସ୍କାଇ ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ଟାଟ ସ୍କାଇ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏବେ ଚ୍ୟାନେଲ ପାଇଁ ପୂର୍ବ ଅପେକ୍ଷା କମ ଟଙ୍କା ଦେବାକୁ ପଡିବ ।ଏଣିକି ୨୬ ଚ୍ୟାନେଲ ପାଇଁ କମ ଟଙ୍କା ଗଣିବାକୁ ପଡିବ ।

ଏହି ଅଫର ଜରିଆରେ ଗ୍ରାହକଙ୍କୁ ଜି ର ସମସ୍ତ ଚ୍ୟାନେଲ ଦେଖିବା ପାଇଁ ୧୪.୧୬ ଟଙ୍କା ପ୍ରତି ମାସରେ ଦେବାକୁ ପଡିବ । କିନ୍ତୁ ଅଫର ଶେଷ ହେବା ପରେ ଏହି ପ୍ୟାକର ମୂଲ୍ୟ ପୁଣି ଥରେ ୨୨.୪୨ ଟଙ୍କା ହୋଇଯିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଅଫର କେତେ ଦିନ ପର୍ଯ୍ୟନ୍ତ ରହିବ ସେନେଇ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

15 + three =