ପରଦାକୁ ଆସିବ କମେଡି ଫିଲ୍ମ ‘ହେରାଫେରି-୩’

ଅକ୍ଷୟ କୁମାର, ପରେଶ ରାୱଳ ଓ ସୁନୀଲ ସେଟ୍ଟିଙ୍କ ଅଭିନୀତ ହେରା ଫେରି ଫିଲ୍ମ ଏବେ ପର୍ୟ୍ୟନ୍ତ ଲୋକଙ୍କର ଫେଭରିଟ ଫିଲ୍ମ ମଧ୍ୟରୁ ଅନ୍ୟତମ ରହିଛି ।

Read more

କେଜି୍ରୱାଲଙ୍କ ସଭାରେ ଶ୍ରୀକାନ୍ତ

ଆମ ଆଦମୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଭୁବନେଶ୍ୱର ସଭାରେ ଆଜି ଦେଖିବାକୁ ମିଳିଛି ପୂର୍ବତନ କେନ୍ଦମନ୍ତ୍ରୀ ତଥା କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ

Read more

ଦଇତାପତି ନିଯୋଗ କର୍ମକର୍ତା ନିର୍ବାଚନ

ଶ୍ରୀ ମନ୍ଦିର ଦଇତାପତି ନିଯୋଗର କର୍ମକର୍ତା ନିର୍ବାଚନ ଚୂଡାନ୍ତ ହୋଇଛି । ଏଥିରେ ସଭାପତି ଭାବେ ରବୀନ୍ଦ୍ର ଦାସ ମହାପାତ୍ର ମନୋନୀତ । ଦୁର୍ଗାପ୍ରସାଦ ଦାସ ମହାପାତ୍ର ସଂପାଦକ

Read more

ହାବିଲଦାର,ସିପାହୀ ସଂଘର ୫ରୁ କାର୍ଯ୍ୟବନ୍ଦ ଆନେ୍ଦାଳନ

ଆସନ୍ତା ୫ତାରିଖରୁ ଓଡିଶା ପୋଲିସ ହାବିଲଦାର ଓ ସିପାହୀ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ସଂଘ ୪ତାରିଖରୁ

Read more

କାଳିଆ ସହାୟତାକୁ ନେଇ ହେଉଛି ଗୁଜବ, ବଡ଼ବଡ଼ିଆ ନାହାଁନ୍ତି

ଭୁବନେଶ୍ୱର () କାଳିଆ ସହାୟତାକୁ ନେଇ ଗୁଜବ ହେଉଛି । ଯୋଜନାରେ କୌଣସି ବଡ଼ବଡିଆଙ୍କୁ କାଳିଆ ସହାୟତା ଦିଆଯାଇନି । ଆଜି ଏହା ସ୍ପଷ୍ଟ କରିଛନ୍ତି କୃଷି

Read more

ଟିଟଲାଗଡ଼ରେ ରାସ୍ତାରେ ବୁଲୁଛି ଚିତା … ଦେଖନ୍ତୁ ଏହି ଭିଡିଓ

ଟିଟିଲାଗଡ଼ () ଟିତଲଗଡ଼ରେ ଚିତା ବାଘ । ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ  ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ 30 ତାରିଖ ରାତି

Read more

ବିଜେଡିର ବିକାଶ ପଥରେ ସାମିଲ ହେବାକୁ ଯୁବପୀଢ଼ିଙ୍କୁ ଆହ୍ୱାନ

ଟାଙ୍ଗି () : ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ମିଡିଆ ସେଲ ସଂଯୋଜକ ମାନସ ମଙ୍ଗରାଜଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି

Read more

ବିଜେଡି ନେତାଙ୍କ ମନୋବଳ ଭାଙ୍ଗିବାକୁ ‘ସିବିଆଇ ରଣନୀତି’

ଭୁବନେଶ୍ୱର () : ପଞ୍ଚାୟତ ନିର୍ବାଚନ ସଫଳତାକୁ ନେଇ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖି ମିଶନ ୧୨୦ର ନାରା ଦେଇଥିଲା। ପଞ୍ଚାୟତ ନିର୍ବାଚନରେ

Read more